ଭୁବନେଶ୍ୱର,୧୪/୦୨(ଡି.ଏଚ ବ୍ୟୁରୋ):-ପ୍ରେମ ସପ୍ତାହର ଆଜି ହେଉଛି ଶେଷ ଦିନ । ସାରା ବିଶ୍ୱରେ ପ୍ରେମୀଯୁଗଳଙ୍କ ପରସ୍ପର ପ୍ରତି ଥିବା ସ୍ନେହ ଓ ଭଲ ପାଇବାର ଦିନ ବା ଭାଲେଣ୍ଟାଇନ୍ସ ଡେ ।

ନିଜ ନିଜ ମନର ଭାବନାକୁ ପରିପ୍ରକାଶ କରିପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏବଂ ରାଗ ରୁଷା ମାନ ଅଭିମାନ ଛାଡି ବେଶ୍ ଆନନ୍ଦର ସହ ଅପେକ୍ଷା କରି ରହିଥାନ୍ତି ଏହି ପ୍ରେମ ଦିବସକୁ ।

















