Friday, September 25, 2026
ADVERTISEMENT
Home ଆଞ୍ଚଳିକ ପାରାଦୀପ ସହର ତାରେଣୀଗଡ଼ାରେ ପାରାଦୀପ ପୋଲିସ ପକ୍ଷରୁ ଏକ ନକଲି ମଶା ଧୂପକାଠି କାରଖାନା ଠାବ,...

ପାରାଦୀପ ସହର ତାରେଣୀଗଡ଼ାରେ ପାରାଦୀପ ପୋଲିସ ପକ୍ଷରୁ ଏକ ନକଲି ମଶା ଧୂପକାଠି କାରଖାନା ଠାବ, ଜଣେ ଅଟକ ।

152
ADVERTISEMENT

ପାରାଦୀପ,୧୨/୦୨(ଡି.ଏଚ ବ୍ୟୁରୋ):-ପାରାଦୀପ ସହର ତାରେଣୀଗଡ଼ାରେ ପାରାଦୀପ ପୋଲିସ ପକ୍ଷରୁ ଏକ ନକଲି ମଶା ଧୂପକାଠି କାରଖାନା ଠାବ, ଜଣେ ଅଟକ । ବେଙ୍ଗାଲୁରୁର ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶା ଧୂପକାଠି ପ୍ରସ୍ତୁତ କରି ବେଆଇନ ଭାବେ କରୁଥିଲେ ବ୍ୟବସାୟ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଶାଧୂପ କାଠିସହ ମଶାଧୂପ ପ୍ରସ୍ତୁତ କରିବା ମିସିନ, ପଲିଥିନ ଓ ଅନେକ ଜିନିଷ ଜବତ ।

Advertisement