ଆଜି ଅହମ୍ମଦାବାଦରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ।

61
ADVERTISEMENT

ନୂଆଦିଲ୍ଲୀ,୧୧/୦୨(ଡି.ଏଚ୍ ବ୍ୟୁରୋ):-ଆଜି ଅହମ୍ମଦାବାଦରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯିବ । ଏବଂ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସାରିଥିବାବେଳେ ଶେଷ ଦିନିକିଆ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ଭାରତ ।

Advertisement