ଭିଜିଲାନ୍ସ ଜାଲରେ ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟ୍ ବିଶ୍ବଜିତ ମହାପାତ୍ର ।

155
ADVERTISEMENT

ସୁନ୍ଦରଗଡ,୧୧/୦୨(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟ୍ ବିଶ୍ବଜିତ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ସମେତ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫ୍ଲାଟ୍, ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର, ଜଗତସିଂହପୁର ମଣିଜଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘର, ଓ ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଭିଜିଲାନ୍ସର ଚଢାଉ ଜାରି ।

Advertisement