ଭୁବନେଶ୍ବର ତମାଣ୍ଡୋ ଥାନା ଅଂଚଳରୁ ଗୋରୁ ଚମଡା ବୋଝେଇ ଟ୍ରକ୍କୁ ଜବତ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।

111
ADVERTISEMENT

ଭୁବନେଶ୍ୱର,୧୦/୦୨(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ତମାଣ୍ଡୋ ଥାନା ଅଂଚଳରୁ ଗୋରୁ ଚମଡା ବୋଝେଇ ଟ୍ରକ୍କୁ ଜବତ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ଏଥିରେ ପାଖାପାଖି ୨୫ଟନ୍ର ଗୋରୁ ଚମଡା ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା । ଏବଂ ଘଟଣାସ୍ଥଳରୁ ପୋଲିସ ୨ ଜଣ ଗାଡି ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଥିବା ଦେଖିବାକୁ ମିଳିଛି ।

Advertisement