ଆରମ୍ଭ ହୋଇଛି ଖଣ୍ଡଗିରିର କୁମ୍ଭ ମେଳା ।

114
ADVERTISEMENT

ଭୁବନେଶ୍ୱର,୧୦/୦୨(ଡି.ଏଚ ବ୍ୟୁରୋ):-ଆରମ୍ଭ ହୋଇଛି ଖଣ୍ଡଗିରିର କୁମ୍ଭ ମେଳା । ଚିଲିମରୁ ବାହାରୁଛି ଧୂଆଁ । ଜମୁଛି ସାଧୁଙ୍କ ଭିଡ଼ । ଆଶୀର୍ବାଦ ପାଇଁ ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ତା’ଭିତରେ ସାଧୁଙ୍କ ବେଶଭୂଷା ସମସ୍ତ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିଭାବ ସୃଷ୍ଟି କରୁଛି ।

Advertisement