ଗାଁରେ ରାସ୍ତା ନାହିଁ ତ ଭୋଟ୍ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

121
ADVERTISEMENT

ନିଶ୍ଚିନ୍ତକୋଇଲି,୯/୦୨(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତର ପାଇକରାପୁର ଗାଁରେ ରାସ୍ତା ନାହିଁ ତ ଭୋଟ୍ ନାହିଁ ବୋଲି ଏଭଳି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ବାରମ୍ବାର ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସୁଫଳ ନମିଳିବାରୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisement