ଭାରସାମ୍ୟ ହରାଇ ଓଲଟିଲା କାର୍ ।

102
ADVERTISEMENT

ଭୁବନେଶ୍ୱର,୯/୦୨(ଡି.ଏଚ ବ୍ୟୁରୋ):-ଆନନ୍ଦପୁର ୨୦ନଂ ଜାତୀୟ ରାଜପଥ କଲରାଗଡିଆ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର୍ । ଫଳରେ କାର୍ ରେ ଥିବା ସ୍ବାମୀ-ସ୍ତ୍ରୀ ଆହତ ହୋଇଥିବାବେଳେ ଦୁଇ ଜଣ ଶିଶୁ ସୁରକ୍ଷିତ ରହିଥିବା ସୂଚନା ।

Advertisement