ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ବାଳକାଟି ବଜାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ ।

107
ADVERTISEMENT

ଭୁବନେଶ୍ୱର,୮/୦୨(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ବାଳକାଟି ବଜାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ପଣ୍ଡ । ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ବାଇକ୍ଆସି ଏଟିଏମ୍ ଟଙ୍କା ବାକ୍ସକୁ ଭାଙ୍ଗିବା ଉଦ୍ୟମରେ ବିଫଳ ହେବାରୁ ସେଠାରୁ ଚମ୍ପଟ ମାରିଥିଲା । କିନ୍ତୁ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

Advertisement