ଆଞ୍ଚଳିକ କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା । By Dunia Halchal - February 7, 2022 109 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୭/୦୨(ଡି.ଏଚ୍ ବ୍ୟୁରୋ):-କୋହଳ ହେଲା ନିର୍ବାଚନ ପ୍ରଚାର କଟକଣା । ୩ଶହ ଲୋକଙ୍କୁ ନେଇ ସଭା ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା । Advertisement