ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ ।

114
ADVERTISEMENT

ଚିଲିକା,୬/୦୨(ଡ଼ି.ଏଚ ବ୍ୟୁରୋ):- ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ । ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଚ୍ୟାନେଲ୍ ଠାରୁ ବିଚ୍ୟୁତ ହୋଇ ଚିଲିକା ମଝିରେ ଲାଗି ରହିଛି । ଫଳରେ ଭସାପୋଲରେ ୧୦ ଟି ବାଇକ୍, ୨ଟି ବସ୍ ସହ ୧୦୦ରୁ ଅଧିକ ଯାତ୍ରୀ ଫସିରହିଥିବା ସୂଚନା ।

Advertisement