ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଇ-ଆବର୍ଜନାକୁ ନେଇ ପ୍ରସ୍ତୁତ ଏକ ୩୦ ଫୁଟ୍ ଉଚ୍ଚର ରୋବୋଟ ପ୍ରତିକୃତିକୁ ଏସିଆ ବୁକ୍ ଅଫ୍ ରେକର୍ଡସରେ ମାନ୍ୟତା ମିଳିଛି।

114
ADVERTISEMENT

ବ୍ରହ୍ମପୁର,୬/୦୨(ଡ଼ି.ଏଚ ବ୍ୟୁରୋ):- ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଇ-ଆବର୍ଜନାକୁ ନେଇ ପ୍ରସ୍ତୁତ ଏକ ୩୦ ଫୁଟ୍ ଉଚ୍ଚର ରୋବୋଟ ପ୍ରତିକୃତିକୁ ଏସିଆ ବୁକ୍ ଅଫ୍ ରେକର୍ଡସରେ ମାନ୍ୟତା ମିଳିଛି। ଗତ ନଭେମ୍ବର ୨ରେ ଏହି ରୋବଟକୁ ଅନୁଷ୍ଠାନ ପରିସରରେ ଥିବା ମୁକ୍ତାକାଶ ସ୍କ୍ରାପ୍ ମ୍ୟୁଜିୟମ୍ରେ ସ୍ଥାପନ କରାଯାଇଥିଲା। ଏବଂ ଏହାକୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଆବେଦନ କରାଯାଇଥିଲା ।

Advertisement