Saturday, November 7, 2026
ADVERTISEMENT
Home ଆଞ୍ଚଳିକ ପୁଣି ଅଲୋଡା ହେଲା ଶିଶୁ କନ୍ୟା ।

ପୁଣି ଅଲୋଡା ହେଲା ଶିଶୁ କନ୍ୟା ।

158
ADVERTISEMENT

ପୁରୀ,୩/୦୨(ଡି.ଏଚ୍ ବ୍ୟୁରୋ):- ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ତେବେ ଶିଶୁ କନ୍ୟାଟିକୁ ଛାଡି ପଳାଇଥିବା ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଶିଶୁଟିକୁ ଏମିତି ଛାଡି ପଳାଇଲେ ତାହା ଅସ୍ପଷ୍ଟ ।

Advertisement