ରାଜ୍ୟର ୧୦୭ ଏନଏସି ଓ ୧୭୫୬ ମ୍ୟୁନିସିପାଲିଟି କାଉନସିଲର ପଦବୀ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ।

133
ADVERTISEMENT

ଭୁବନେଶ୍ୱର,୨/୦୨(ଡି.ଏଚ ବ୍ୟୁରୋ):-ରାଜ୍ୟର ୧୦୭ ଏନଏସି ଓ ୧୭୫୬ ମ୍ୟୁନିସିପାଲିଟି କାଉନସିଲର ପଦବୀ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ । ଏଥିରେ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତି ପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ମହିଳାଙ୍କ ପାଇଁ ୬୧୩ ଓ ଅଣସଂରକ୍ଷିତ ପାଇଁ ୬୬୮ ଟି ଆସନ ସଂରକ୍ଷଣ ନେଇ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Advertisement