ଆଞ୍ଚଳିକ ସୋନପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ । By Dunia Halchal - February 2, 2022 119 Share FacebookTwitterPinterestWhatsApp ADVERTISEMENT ସୋନପୁର,୨/୦୨(ଡି.ଏଚ ବ୍ୟୁରୋ):-ସୋନପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଫଳରେ ନିଆଁ ଲାଗି ଅନେକ ଗୁରୁତ୍ୱପୂଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ । Advertisement