Friday, November 6, 2026
ADVERTISEMENT
Home ଆଞ୍ଚଳିକ ଆଜି ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର ।

ଆଜି ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର ।

172
ADVERTISEMENT

ସମ୍ବଲପୁର,୧/୦୨(ଡି.ଏଚ ବ୍ୟୁରୋ):-ଆଜି ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସକାଳ ୬ଟାରୁ ଦିନ ୧୧ଟା ଓ ଦିନ ଗୋଟାଏରୁ ସନ୍ଧ୍ଯା ସାଢେ ୭ଟା ଯାଏଁ ଭକ୍ତଙ୍କ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ଏବଂ ପୂର୍ବ ପରି କୋଭିଡ କଟକଣା ବଳବତ୍ତର ରହିବ।

Advertisement