Thursday, November 5, 2026
ADVERTISEMENT
Home ଆଞ୍ଚଳିକ ହାତୀ ଆକ୍ରମଣରେ ମହିଳା ମୃତ ।

ହାତୀ ଆକ୍ରମଣରେ ମହିଳା ମୃତ ।

171
ADVERTISEMENT

ବଲାଙ୍ଗୀରି,୧/୦୨(ଡି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଫଟାମୁଣ୍ଡା ପଞ୍ଚାୟତ ଲଡ଼ଙ୍ଗାଭଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ପ୍ରତିମା ସାଣ୍ଡ । ସେହିଭଳି କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ । ଫଳରେ ବନବିଭାଗର ଅସଫଳତା ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Advertisement