ଭୁବନେଶ୍ୱର,୩୧/୧(ଡି.ଏଚ ବ୍ୟୁରୋ):-ରାଜ୍ୟରେ ପ୍ରବଳ ଜାଡ଼ରୁ ଆଶ୍ବସ୍ତି ମିଳିବ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବା ସହ ପାରଦ ଉପରମୁହାଁ ହେବ। ଏବଂ ଆସନ୍ତା ୩ ଓ ୪ ତାରିଖ ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପକ୍ଷରୁ ପୂର୍ବାନୁମାନ ।


















