Thursday, August 27, 2026
ADVERTISEMENT
Home ରାଜ୍ୟ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନାରେ ରାସ୍ତାପାର୍ଶ୍ବରେ ଥିବା ଏକ କୁଡ଼ିଆ ଉପରକୁ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ଜଣ ମହିଳାଙ୍କର...

ଆନ୍ଧ୍ରପ୍ରଦେଶର ତେଲେଙ୍ଗାନାରେ ରାସ୍ତାପାର୍ଶ୍ବରେ ଥିବା ଏକ କୁଡ଼ିଆ ଉପରକୁ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ଜଣ ମହିଳାଙ୍କର ମୃତ୍ୟୁ ।

136
ADVERTISEMENT

ତେଲେଙ୍ଗାନା,୩୧/୧(ଡି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ତେଲେଙ୍ଗାନାରେ ରାସ୍ତାପାର୍ଶ୍ବରେ ଥିବା ଏକ କୁଡ଼ିଆ ଉପରକୁ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ଜଣ ମହିଳାଙ୍କର ମୃତ୍ୟୁ । କିଛି ନାବାଳକ କାର୍ ଚଳାଉଥିବା ବେଳେ ଭାରସ୍ୟାମ ହରାଇ ଦୁର୍ଘଟଣା ଘଟାଇଥିବା ସୂଚନା ।

Advertisement