Saturday, August 29, 2026
ADVERTISEMENT
Home ରାଜ୍ୟ ଉତ୍ତରପ୍ରଦେଶର କାନପୁରରେ ବସ୍ ମାଡିଯିବାଫଳରେ ଘଟଣାସ୍ଥଳରୁ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ...

ଉତ୍ତରପ୍ରଦେଶର କାନପୁରରେ ବସ୍ ମାଡିଯିବାଫଳରେ ଘଟଣାସ୍ଥଳରୁ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଥିବା ସୂଚନା ।

120
ADVERTISEMENT

କାନପୁର,୩୧/୧(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର କାନପୁରରେ ଅଘଟଣ । କାନପୁର ଅନ୍ତର୍ଗତ ଟାଟ୍ ମିଲ୍ ଛକରେ ନିୟନ୍ତ୍ରଣ ହରାଇ ଗୋଟାଏ ଇଲେକ୍ଟ୍ରିକ୍ ବସ୍ ମାଡିଯିବାଫଳରେ ଘଟଣାସ୍ଥଳରୁ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଥିବା ସୂଚନା ।ଏବଂ ବସ୍ ଡ୍ରାଇଭର୍ ଫେରାର୍ ଥିବାବେଳେ ସ୍ଥାନୀୟ ପୁଲିସର ତଦନ୍ତ ଜାରି ।

Advertisement