ଗଂଜାମ,୩୦/୧(ଡି.ଏଚ ବ୍ୟୁରୋ):- ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର ସହ ଡାଲା ଅଟୋର ମୁହାଁମୁହିଁ ଧକ୍କା । ଫଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି । ଏବଂ ଘଟଣାସ୍ଥଳରେ ପୁଲିସ ଗାଡି ଜବତ କରିବା ସହ ଅଟୋ ଚାଳକକୁ ଅଟକ ରଖିଥିବା ସୂଚନ ।

















