ଆଞ୍ଚଳିକ ରାଜ୍ୟରେ ଆସନ୍ତା ତିନି ଦିନ ଧରି ଜାରି ରହିବ ଶୀତର ଲହରି । By Dunia Halchal - January 28, 2022 100 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୮/୧(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଆସନ୍ତା ତିନି ଦିନ ଧରି ଜାରି ରହିବ ଶୀତର ଲହରି । ଫଳରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ ଏହିସବୁ ଜିଲ୍ଲାରେ ଶୀତ ଲହରି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି । Advertisement