ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ବ୍ଲକର ବୁରୁଝରୀ ନୂଆଗାଁ ପଞ୍ଚାୟତରେ ଗତ ୪ ଦିନ ହେଲା ରାଜରାସ୍ତାରେ ଚାଷୀ, କିନ୍ତୁ ପ୍ରଶାସନର ନିଘା ନାହିଁ ।

105
ADVERTISEMENT

କୋଦଳା,୨୮/୧(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ବ୍ଲକର ବୁରୁଝରୀ ନୂଆଗାଁ ପଞ୍ଚାୟତରେ ଗତ ୪ ଦିନ ହେଲା ରାଜରାସ୍ତାରେ ଚାଷୀ, କିନ୍ତୁ ପ୍ରଶାସନର ନିଘା ନାହିଁ । ସେପଟେ ଟୋକନ ଅବଧି ଆଜି ସରୁଥିବାର , ଏଯାଏଁ ମିଲର ଧାନ ନେଉନ ଥିବାବେଳେ ଅମଳ ଧାନକୁ ବିକ୍ରି କରିବା ଚିନ୍ତାରେ ଚାଷୀ ।

Advertisement