Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ...

ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ମଦ ବିକ୍ରି କରିବା ଅଭିଯୋଗରେ ୪ ଜଣ ଗିରଫ ।

176
ADVERTISEMENT

ଭଦ୍ରକ,୨୮/୧(ଡି.ଏଚ୍ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବଡବନସ୍ତା, ଝୁଟଣା ଓ ତୋଟାସାହି ଗ୍ରାମରେ ଅବକାରୀ ବିଭାଗର ଚଢାଉ ବେଳେ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ମଦ ବିକ୍ରି କରିବା ଅଭିଯୋଗରେ ୪ ଜଣ ଗିରଫ । ଏବଂ ଜବତ ମଦର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।

Advertisement