କଟକ,୨୭/୧(ଡି.ଏଚ ବ୍ୟୁରୋ):-କଟକ ରେଳଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍ ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ବଗିକୁ ଧାରଣାରୁ ହଟାଇବାକୁ ଉଦ୍ୟମ ଜାରି ରହିଛି। ସେପଟେ ଝଡଖଣ୍ଡର ଗିରିଡିହ ନିକଟରେ ବୋମା ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ନକ୍ସଲ। ଫଳରେ କିଛି ଟ୍ରେନ୍ ଅଟକି ରହିଥିବା ସୂଚନା ।
















