ଆଜି ସାର ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ ।

107
ADVERTISEMENT

ଭୁବନେଶ୍ୱର,୨୬/୧(ଡି.ଏଚ ବ୍ୟୁରୋ):-ଆଜି ସାର ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ଭାରତ ମାତା କି ଜୟ ଧୂନରେ କମ୍ପିଲା ବରଫର ପାଦଦେଶ । ୪୦ ଡିଗ୍ରୀ ତାପମାନରେ ଆଇଟିବିପି ଯବାନମାନେ ଉଡାଇଛନ୍ତି ଜାତୀୟ ପତାକା ।

Advertisement