ପୁରୀ ଅଂଚଳରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରିବା ପଡିଲା ମହଙ୍ଗା ।

139
ADVERTISEMENT

ପୁରୀ,୨୬/୧(ଡି.ଏଚ ବ୍ୟୁରୋ):-ପୁରୀ ଅଂଚଳରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରିବା ପଡିଲା ମହଙ୍ଗା । ଏନେଇ ମହିଳା ଜଣଙ୍କ ପୁରୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ।

Advertisement