Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭଡା ଘରେ ଏସ୍.ଟି.ଏଫ୍ ଚଢଉ ବେଳେ ୬୦ଲକ୍ଷ ଟଙ୍କା, ୪କେଜି ଓଜନର ବ୍ରାଉନ୍‌ସୁଗାର୍ ସହ ଦୁଇଟି...

ଭଡା ଘରେ ଏସ୍.ଟି.ଏଫ୍ ଚଢଉ ବେଳେ ୬୦ଲକ୍ଷ ଟଙ୍କା, ୪କେଜି ଓଜନର ବ୍ରାଉନ୍‌ସୁଗାର୍ ସହ ଦୁଇଟି ବନ୍ଧୁକ ଜବତ ।

234
ADVERTISEMENT

ନୟାଗଡ,୨୫/୧(ଡି.ଏଚ ବ୍ୟୁରୋ):-ନୟାଗଡ ସହରର ଉଦୟପଥର ସ୍ଥିତ ଏକ ଭଡା ଘରେ ଏସ୍.ଟି.ଏଫ୍ ଚଢଉ ବେଳେ ୬୦ଲକ୍ଷ ଟଙ୍କା, ୪କେଜି ଓଜନର ବ୍ରାଉନ୍‌ସୁଗାର୍ ସହ ଦୁଇଟି ବନ୍ଧୁକ ଜବତ । ଏବଂ ବିପୁଳ ମାତ୍ରାରେ ଗୁଳି ଜବତ କରାଯାଇଥିବା ବେଳେ ମୂଖ୍ୟ ଅଭିଯୁକ୍ତ ଫେରାର୍ ହେବାରେ ସଫଳ ହୋଇଥିବା ସୂଚନା ।

Advertisement