ଭୁବନେଶ୍ୱର,୨୩/୧(ଡି.ଏଚ ବ୍ୟୁରୋ):-ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା, ତେଜମୟ ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗର ମୂର୍ତିମନ୍ତ ପ୍ରତୀକ ଥିଲେ ନେତାଜୀ । । ସେହିଭଳି ଆଜି ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ସେ ସମ୍ବଲପୁର ଜିଲ୍ଲା ବୀର ମାଟି ଖିଣ୍ଡାରେ ଜନ୍ମଗ୍ରହଣ କରିଥିଲେ ।
















