ଛତିଶଗଡ଼,୨୨/୧(ଡ଼ି.ଏଚ ବ୍ୟୁରୋ):-ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀକ ହିଂସାକାଣ୍ଡ । ଗାଙ୍ଗାଲୁର ଥାନା ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଚେରିଖୋଣ୍ଟା ଗ୍ରାମରେ ଏକ ଠିକା କମ୍ପାନୀର ୧୨ଟି ଗାଡିକୁ ପୋଡି ଦେଇଥିଲେ ମାଓବାଦୀ ।
















