ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ୍ ଅଞ୍ଚଳରେ ଥିବା ‘କମଳା ବିଲ୍ଡିଙ୍ଗ୍’ର ୧୮ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ ।

124
ADVERTISEMENT

ମୁମ୍ବାଇ,୨୨/୧(ଡ଼ି.ଏଚ ବ୍ୟୁରୋ):-ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ୍ ଅଞ୍ଚଳରେ ଥିବା ‘କମଳା ବିଲ୍ଡିଙ୍ଗ୍’ର ୧୮ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ୨୮ ଜଣ ଆହତ ହୋଇଥିବା ସୂଚନା । ଏବଂ ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ।

Advertisement