ଭୁବନେଶ୍ୱର,୨୨/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଦୋକାନରୁ ଔଷଧ କିଣିବା ବାହାନାରେ ଲୁଟ୍ । ଦୁର୍ବୃତ୍ତ ଔଷଧ ଦୋକାନରୁ ଲୁଟିନେଲେ ୪୯ ହଜାର ଟଙ୍କା । ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ । ସେପଟେ ଔଷଧ ଦୋକାନର ସିସିଟିଭିରେ କଏଦ ହୋଇଛି ଚୋରି ସମୟର ଦୃଶ୍ୟ ।

















