ଆଞ୍ଚଳିକ ଭୁବନେଶ୍ୱର ରାଜଧାନୀ ପଳାସପଲ୍ଲୀ ଫ୍ଲାଏ ଓଭର ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଲା କାର୍। By Dunia Halchal - January 22, 2022 104 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୨୨/୧(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ପଳାସପଲ୍ଲୀ ଫ୍ଲାଏ ଓଭର ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଲା କାର୍। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ କାର୍ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଉକ୍ତ ଘଟଣାର ତଦନ୍ତ କରୁଥିବା ସୂଚନା । Advertisement