Friday, November 6, 2026
ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀର ପୋଲିସ ପକ୍ଷରୁ ୫ହଜାର ୨୮୦ କଫ୍ ସିରପ୍ ବୋତଲ ସହ ୩ ଜଣ ଗିରଫ...

ବଲାଙ୍ଗୀର ପୋଲିସ ପକ୍ଷରୁ ୫ହଜାର ୨୮୦ କଫ୍ ସିରପ୍ ବୋତଲ ସହ ୩ ଜଣ ଗିରଫ ।

171
ADVERTISEMENT

ବଲାଙ୍ଗୀର,୨୧/୧(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ପୋଲିସ ପକ୍ଷରୁ ୫ହଜାର ୨୮୦ କଫ୍ ସିରପ୍ ବୋତଲ ଜବତ ସହ କଫ୍ ସିରପ୍ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ । ଏଥିରେ କଫ୍ ସିରପ୍ ମାଫିଆ ମୁଖ୍ୟ ଅଭିଯୁକ୍ତ ଗୋଲୁ ଅଗ୍ରୱାଲ ରହିଥିବା ସୂଚନା । ଏବଂ ଏହା ରାଞ୍ଚିରୁ ବଲାଙ୍ଗୀର ଚାଲାଣ ବେଳେ ଜବତ ହୋଇଥିଲା ।

Advertisement