ଗଞ୍ଜାମ,୨୦/୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଗୋବିନ୍ଦନଗର ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ । ୧୨ ଟିକିଆ ହାତୀପଲ ପଶି ଚାଷୀଙ୍କ ଧାନ ଖାଇ ନଷ୍ଟ କରିବା ସହ କଦଳୀ ଗଛ, ପନିପରିବା ଚାଷକୁ ବି ନଷ୍ଟ କରିଛନ୍ତି। ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ବଣ, ରେଳଷ୍ଟେସନକୁ ଯିବାକୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି ।


















