ଆଞ୍ଚଳିକ ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି। By Dunia Halchal - January 17, 2022 119 Share FacebookXPinterestWhatsApp ADVERTISEMENT ପୁରୀ,୧୭/୧(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହେବେ। Advertisement