ଆଞ୍ଚଳିକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ । By Dunia Halchal - January 17, 2022 126 Share FacebookXPinterestWhatsApp ADVERTISEMENT ଭୁବନେଶ୍ୱର,୧୭/୧(ଡ଼ି.ଏଚ ବ୍ୟୁରୋ):-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ତଥା ନୋଡାଲ ଅଫିସର ମାନଙ୍କୁ ପ୍ରଶିକ୍ଷଣ ପ୍ରଶିକ୍ଷଣ ଦିଆଯାଇଛି । । Advertisement