ଜଗତସିଂହପୁର-ଭିଜିଲାନ୍ସ ଜାଲରେ ନାଉଗାଁ ତହସିଲ କିରାଣୀ ପ୍ରାଣକୃଷ୍ନ ନାୟକ।

13
ADVERTISEMENT

ଭୁବନେଶ୍ୱର,୧୭/୧(ଡ଼ି.ଏଚ ବ୍ୟୁରୋ):-ଜଗତସିଂହପୁର-ଭିଜିଲାନ୍ସ ଜାଲରେ ନାଉଗାଁ ତହସିଲ କିରାଣୀ ପ୍ରାଣକୃଷ୍ନ ନାୟକ। ବାଲି ହାଇବା ମାଲିକ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇଥିବା ସୂଚନା ।

Advertisement