Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ନୂଆପଡା ଜିଲ୍ଲା କୋମନା ଥାନା ବରକୋଟ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ...

ନୂଆପଡା ଜିଲ୍ଲା କୋମନା ଥାନା ବରକୋଟ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ସୂଚନା ।

159
ADVERTISEMENT

ନୂଆପଡା,୧୭/୧(ଡ଼ି.ଏଚ ବ୍ୟୁରୋ):-ନୂଆପଡା ଜିଲ୍ଲା କୋମନା ଥାନା ବରକୋଟ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ରାଇଫଲକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ ଯବାନଜଣଙ୍କ ହେଲେ ଉତ୍ତର ପ୍ରଦେଶର ରାମ ପ୍ରସାଦ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କୋମନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ।

Advertisement