Friday, September 25, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜଲାପୁଟ ଅଂଚଳରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ୍ ପକ୍ଷରୁ ୯କୁଇଣ୍ଟାଲ...

କୋରାପୁଟ ଜଲାପୁଟ ଅଂଚଳରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ୍ ପକ୍ଷରୁ ୯କୁଇଣ୍ଟାଲ ଓଜନର ଗଂଜେଇ ଜବତ ।

157
ADVERTISEMENT

କୋରାପୁଟ,୧୫/୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜଲାପୁଟ ଅଂଚଳରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ୍ ପକ୍ଷରୁ ୯କୁଇଣ୍ଟାଲ ଓଜନର ଗଂଜେଇ ଜବତ । ଏବଂ ଘଟଣାସ୍ଥଳରୁ ମାଫିଆମାନେ ଫେରାର ଥିବାବେଳେ ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement