ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟ ଏକ ପରିତ୍ୟକ୍ତ ଘରୁ ଅବକାରୀ ବିଭାଗର ଚଢାଉ ବେଳେ ୧୦ କ୍ବିଣ୍ଟାଲ ଓଜନର ଗଞ୍ଜେଇ ଜବତ ସହ ଜଣେ ଗିରଫ ।

135
ADVERTISEMENT

ବ୍ରହ୍ମପୁର,୧୫/୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟ ଏକ ପରିତ୍ୟକ୍ତ ଘରୁ ଅବକାରୀ ବିଭାଗର ଚଢାଉ ବେଳେ ୧୦ କ୍ବିଣ୍ଟାଲ ଓଜନର ଗଞ୍ଜେଇ ଜବତ ସହ ଜଣେ ଗିରଫ । ଉକ୍ତ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେବା ନେଇ ଗଚ୍ଛିତଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ।

Advertisement