ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁର୍ RI ଜସ୍ମିତା ଭୋରସାଗର ଓ ପାକେଲପଦାର ARI ଚିଂକିରାଣୀ ନାଏକ ।

9
ADVERTISEMENT

ଝାରସୁଗୁଡ଼ା ,୧୪/୧(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ଅନ୍ତର୍ଗତ ସାହାସପୁର୍ ଆରଆଇ ଜସ୍ମିତା ଭୋରସାଗର ଓ ପାକେଲପଦାର ARI ଚିଂକିରାଣୀ ନାଏକ । ସେମାନେ ଏକ ଲିଗାଲ ହେୟାର ସାର୍ଟିଫିକେଟ କରାଇ ଦେବା ପାଇଁ ୭ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏବଂ ଭିଜିଲାନ୍ସ ଲାଞ୍ଚ ଟଙ୍କାକୁ ଜବତ କରିବାସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା l

Advertisement