ଆଞ୍ଚଳିକଗଞ୍ଜାମ ଗଞ୍ଜାମ ଜିଲ୍ଲା କେ.ନୁଆଗାଁ ଥାନା ଅନ୍ତର୍ଗତ ବମକେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ପିଅନଙ୍କ ମୃତଦେହ ଉଦ୍ଧାର । By Dunia Halchal - January 14, 2022 147 Share FacebookTwitterPinterestWhatsApp ADVERTISEMENT ଗଞ୍ଜାମ,୧୪/୧(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କେ.ନୁଆଗାଁ ଥାନା ଅନ୍ତର୍ଗତ ବମକେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ପିଅନଙ୍କ ମୃତଦେହ ଉଦ୍ଧାର । ମୃତକପିଅନ ହେଲେ ରବୀନ୍ଦ୍ର ପ୍ରଧାନ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ କେ ନୁଆଗାଁ ପୋଲିସର ତଦନ୍ତ ଜାରି । Advertisement