ଗୋପାଳପୁର, ସୋନପୁର ପ୍ରମୁଖ ବେଳାଭୂମି ସମେତ ଅନ୍ୟ ମୁଖ୍ୟ ଜଳାଶୟଗୁଡିକ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ।

9
ADVERTISEMENT

ଗଞ୍ଜାମ,୧୩/୧(ଡ଼ି.ଏଚ ବ୍ୟୁରୋ):-ଆସନ୍ତା କାଲି ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ଫଳରେ ସାଧାରଣ ଲୋକଙ୍କ ଗହଳି ଜମିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋପାଳପୁର, ସୋନପୁର ପ୍ରମୁଖ ବେଳାଭୂମି ସମେତ ଅନ୍ୟ ମୁଖ୍ୟ ଜଳାଶୟଗୁଡିକ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ।

Advertisement