ବ୍ରହ୍ମପୁର ଅରବିନ୍ଦ ନଗର ୨ୟ ଲାଇନ ନିକଟରେ କଲର୍ଭଟ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

12
ADVERTISEMENT

ବ୍ରହ୍ମପୁର,୧୩/୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ଅରବିନ୍ଦ ନଗର ୨ୟ ଲାଇନ ନିକଟରେ କଲର୍ଭଟ ନିର୍ମାଣ ପାଇଁ ୨ମାସ ହେଲା ରାସ୍ତା ଖୋଳାଯାଇଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଉକ୍ତ ଗାତରେ ଗାଇଗୋରୁ ଓ ମଣିଷମାନେ ମଧ୍ୟ ପଡୁଛନ୍ତି । ଏଣୁ ଏହାର ପ୍ରଶାସନ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟ ସଂପୂର୍ଣ କଲେ ସାହି ବାସିନ୍ଦା ବିଶେଷ କରି ଉପକୃତ ହେବେ ।

Advertisement