ଆଞ୍ଚଳିକ ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ମିହିର ଦାସ । By Dunia Halchal - January 12, 2022 119 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୧୨/୧(ଡ଼ି.ଏଚ ବ୍ୟୁରୋ):-ପଞ୍ଚଭୂତରେ ବିଲୀନ ହେଲେ ଅଭିନେତା ମିହିର ଦାସ । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କଟକ ସତୀଚୈରା ଶ୍ମଶାନରେ ମିହିର ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅର୍ନର ଦିଆଯାଇଛି । Advertisement