ଭୁବନେଶ୍ୱର,୧୨/୧(ଡ଼ି.ଏଚ ବ୍ୟୁରୋ):-ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଫେରାର । ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରୁ ୨ଟି ଅଖାରେ ୨୪ କେଜି ୯୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ । ଏବଂ ଆର୍ପିଏଫ୍ ଓ ଏସ୍ଟିଏଫ୍ ପକ୍ଷରୁ ଅଖାକୁ ଜବତ କରିବା ସହ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ସେନେଇ ଖୋଲତାଡ଼ ଜାରି ।

















