ପୁରୀ ଅଂଚଳ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୧୬୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ ।

154
ADVERTISEMENT

ପୁରୀ,୧୨/୧(ଡ଼ି.ଏଚ ବ୍ୟୁରୋ):-ପୁରୀ ଅଂଚଳ ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୧୬୫ଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ନଗଦ ୭,୫୬୦ ଟଙ୍କା, ଦୁଇଟି ମୋବାଇଲ, ଓ ଗୋଟିଏ ବାଇକ ଜବତ । ଏବଂ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୬ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Advertisement