Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଦମ୍ପତିଙ୍କୁ ଆକ୍ରମଣ କଲା ହାତୀ ।

ଦମ୍ପତିଙ୍କୁ ଆକ୍ରମଣ କଲା ହାତୀ ।

173
ADVERTISEMENT

ଢେଙ୍କାନାଳ,୧୨/୧(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ମୋହନପଶି ଗ୍ରାମରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଆକ୍ରମଣ କଲା ହାତୀ । ଘଟଣା ସ୍ଥଳରେ ସ୍ବାମୀ ଦୌଡି ପଳାଇଥିବା ବେଳେ ସ୍ତ୍ରୀ ସୁକାନ୍ତି ହାତୀ ହାବୁଡରେ ପଡି ମୃତ୍ୟୁ । ଏବଂ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ।

Advertisement