ଭୁବନେଶ୍ୱର,୧୦/୧(ଡ଼ି.ଏଚ ବ୍ୟୁରୋ):-ଆଜିଠୁ ସମଗ୍ର ରାଜ୍ୟରେ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜର ଟିକାକରଣ ଆରମ୍ଭ । ବରିଷ୍ଠ ନାଗରିକ,ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଉଛି ଏହି ଟିକା। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀକ ସୂଚନା । ଏବଂ ଯେଉଁମାନଙ୍କର ସେକେଣ୍ଡ ଡୋଜରୁ ୯ ମାସ ବା ୩୯ ସପ୍ତାହ ହୋଇଥିବ ସେମାନେ ହିଁ ପ୍ରିକସନ ଡୋଜ ନେଇପାରିବେ ।

















